Tarabhuja Kakera

Ingredients:

  • Suji/semolina- 2cups
  • Flour- 1⁄2 cup
  • Watermelon juice- 2glasses
  • Ghee
  • Salt as per taste
  • Jaggery powder- 2tsp
  • Cardamom powder- 1⁄2 tsp
  • Fennel seeds- 2tsp

For the filling:

  • Skin of watermelon
  • Jaggery powder- 2cups
  • Ghee- 4tbsp
  • Milk- 1 cup
  • Cardamom powder- 1⁄2 tbsp
  • Black pepper powder- 1⁄2 tbsp
  • Chopped cashews- 1cup

Procedure:

  • In a pan, the watermelon juice, ghee, salt, jaggery, cardamom powder and fennel seeds are boiled together. To it is added semolina and flour and is mixed till it has soaked all the water. This mixture is then laid on a plate to cool down. When it is cooled, the mixture is kneaded with oil greased hands.
  • The skin of watermelon is grated and kept aside. For the filling, a pan is heated and ghee is added to it. Then the grated watermelon skin and salt is added. The mixture is sauteed until the raw smell is gone and the water is completely soaked. Now milk is added and it is cooked until the water is soaked. At the end, black pepper powder, cardamom powder and jaggery powder is added and is sauteed for 5 minutes before removing from the flame. The chopped cashews are added to it.
  • Now from the batter, small balls are made. They are flattened and the filling is put in the centre. Then they are again closed to give the shape of a kakera. In this method the entire batter is used to form kakeras.
  • Oil is taken in a pan and is heated. The kakeras are deep fried on medium flame and served hot.

ସାମଗ୍ରୀ:

  • ସୁଜି ୨ କପ୍
  • ଅଟା ୧/୨ କପ୍
  • ତରଭୁଜ ରସ ୨ ବଡ ଗ୍ଲାସ୍
  • ଘିଅ
  • ଲୁଣ
  • ଗୁଣ୍ଡ ଗୁଡ ୨ ଛୋଟ ଚାମଚ
  • ଗୁଜରାତି ଗୁଣ୍ଡ ୧/୨ ଚାମଚ
  • ପାନମଧୁରୀ ୨ ଚାମଚ

ପୁର ପାଇଁ:

  • ତରଭୁଜ ଚୋପା
  • ଗୁଣ୍ଡ ଗୁଡ ୨ କପ୍
  • ଘିଅ ୪ ଚାମଚ
  • କ୍ଷୀର ୧ କପ୍
  • ଗୁଜରାତି ଗୁଣ୍ଡ ୧/୨ ଚାମଚ
  • ଗୋଲମରିଚ ଗୁଣ୍ଡ ୧/୨ ଚାମଚ
  • କଟା କାଜୁ ବାଦାମ ୧ କପ୍

ପ୍ରଣାଳୀ:

  • ଗୋଟେ କଡ଼େଇ ରେ ତରଭୁଜ ରସ , ଘିଅ, ଲୁଣ, ଗୁଣ୍ଡ ଗୁଡ , ଗୁଜରାତି ଗୁଣ୍ଡ , ପାନମଧୁରୀ ପକାଇ ଫୁଟାନ୍ତୁ, ଏବେ ଏଥିରେ ସୁଜି, ଅଟା ମିଶାଇ ଭଲ ଭାବରେ ପାଣି ମାରିବା ଯାଏ ଘାଟନ୍ତୁ। ଏହି ମିଶ୍ରଣ କୁ ଗୋଟେ ପାତ୍ରରେ କାଢି ହାଲ୍କା ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ହାଲ୍କା ଉଷୁମ ହେଇ ଆସିଲେ ହାତରେ ତେଲ ଲଗାଇ ଭଲ ଭାବରେ ଏହି ମିଶ୍ରଣକୁ ଚକଟି ଦିଅନ୍ତୁ।
  • ଏବେ ତରଭୁଜର ଉପର ସବୁଜ ଚୋପା ଛଡ଼ାଇ ଅଲଗା ରଖନ୍ତୁ। ଏବେ ଏହାକୁ ଗ୍ରେଟର ସାହାଯ୍ୟରେ ଚୁନା ଚୁନା ଗ୍ରେଟ କରି ଦିଅନ୍ତୁ। ଏବେ ପୁର ପ୍ରସ୍ତୁତି ପାଇଁ ଗୋଟେ କଡ଼େଇ ରେ ଘିଅ ଗରମ କରନ୍ତି, ଘିଅ ଗରମ ହେଲେ ଏଥିରେ କୋରା ତରଭୁଜ ଚୋପା ,ଲୁଣ ପକେଇ ଭାଜନ୍ତୁ ଯେପର୍ଯ୍ୟନ୍ତ ଚୋପା ରୁ କଞ୍ଚା ବାସ୍ନା ନ ଯାଇଛି ଆଉ ପାଣି ଭଲ ଭାବରେ ମରି ନ ଯାଇଛି। ଏବେ କ୍ଷୀର ଢାଲନ୍ତୁ ଆଉ ପୁଣି ଥରେ ପାଣି ମରିବା ଯାଏ ଭାଜନ୍ତୁ। ଏଥିରେ ଏବେ ଗୋଲମରିଚ ଗୁଣ୍ଡ, ଗୁଜରାତି ଗୁଣ୍ଡ, ଗୁଣ୍ଡ ଗୁଡ ଦେଇ ହାଲ୍କା ୫ ମିନିଟ ପାଇଁ ଭାଜି ଦିଅନ୍ତୁ। କଟା କାଜୁ ବାଦାମ ପକାଇ ଭଲ ଭାବରେ ଗୋଲେଇ ଗୋଟେ ଅଲଗା ପାତ୍ରକୁ କାଢି ଦିଅନ୍ତୁ।
  • ଏବେ ଆଗରୁ ବନା ହୋଇଥିବା ମିଶ୍ରଣ ଚକଟା ରୁ।ଛୋଟ କରି ଗୋଟେ ଗୁଳା ବନାନ୍ତୁ, ଏବେ ପାପୁଲି ସାହାଯ୍ୟରେ ସେ ଗୁଳା ମଝିକୁ ଚିପି ଚିପି ହାଲ୍କା ଚେପଟା ଆକାର ଦିଅନ୍ତୁ। ସେଥିରେ ତରଭୁଜ ଚୋପା ପୁର ଦେଇ ,ଭଲ ଭାବରେ ବନ୍ଦ କରି ଦିଅନ୍ତୁ। ଏବେ ଏହି ପୁର କାକରା ଅଲଗା ଗୋଟେ ଥାଳି ରେ ରଖନ୍ତୁ। ଏହି ପରି ଭାବରେ ବାକି ସବୁ କାକରା ବନାନ୍ତୁ।
  • ଏବେ ଗୋଟେ କଡ଼େଇ ରେ ତେଲ ଗରମ କରନ୍ତୁ, ଗଢା ହୋଇଥିବା କଞ୍ଚା କାକରା କୁ ଭଲ ଭାବରେ ମଧ୍ୟମ ଆଞ୍ଚରେ ଛାଣି ଦିଅନ୍ତୁ। ଗରମ ଗରମ ଏହି ପୀଠକୁ ପରସନ୍ତୁ।

REFERENCES:Various Sources

IMAGE REFERENCES:The photos uploaded to the website are collected from various internet sources. ODISHA Tales doesn't own any photos.Thanks to Everyone who clicked these photos.

DISCLAIMER:Testimonials appearing on this site are actually received via text, audio, video submission and some are translated by volunteers. They are individual experiences, reflecting real life experiences of those who have used the website to bring the information for public view. However, there are individual and subgroup findings and that may vary. We are open to receive your input to improve our website. ODISHA Tales is humbled to host the contents. However, respective authors retain the copyright of their own articles. ODISHA Tales bears no responsibility regarding the copyright claims.
Previous Post Next Post

Contact Form